ନିଜାମୁଦ୍ଦିନର ଧାର୍ମିକ ସମାବେଶ‌ ବଢ଼ାଇଲା କରୋନା ଚିନ୍ତା! ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଯୋଗ ଦେଇଥିବା ଜଣାପଡ଼ିବା ପରେ ଦେଶବ୍ୟାପି ହଇଚଇ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ଧାର୍ମିକ ସମାବେଶ ଫଳରେ ଶହ ଶହ ଲୋକଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ଦୃଢୀଭୂତ ହେବା ପରେ ଗଣ ସମାରୋହ ହୋଇଥିବା ମସ୍‌ଜିଦ୍‌ଟିକୁ ସିଲ୍‌ କରି ଦିଆଯିବା ସହ ପ୍ରାୟ ୮୦୦ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହି ମସ୍‌ଜିଦ୍‌ରେ ଥିବା ଆହୁରି ୨୪ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଏହି ସମାବେଶରେ ଯୋଗ ଦେଇଥିବା ଜଣାପଡ଼ିବା … Continue reading ନିଜାମୁଦ୍ଦିନର ଧାର୍ମିକ ସମାବେଶ‌ ବଢ଼ାଇଲା କରୋନା ଚିନ୍ତା! ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଯୋଗ ଦେଇଥିବା ଜଣାପଡ଼ିବା ପରେ ଦେଶବ୍ୟାପି ହଇଚଇ